ଜାତୀୟ ଖବର ରେଳବାଇ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବେ ଦାୟିତ୍ବ ନେଲେ ସୁନୀତ ଶର୍ମା,ଜାଣନ୍ତୁ ସେ କିଏ ? ନୂଆଦିଲ୍ଲୀ, ସୁନୀତ ଶର୍ମା ରେଳବାଇ ବୋର୍ଡର ନୂତନ ଅଧ୍ୟକ୍ଷ ତଥା ମୁଖ୍ୟ କାଯ୍ୟନିର୍ବାହୀ ଅଧିକାରୀ (ସିଇଓ), ଏବଂ ଭାରତ ସରକାରଙ୍କ ପଦାସୀନ ପ୍ରମୁଖ ସଚିବ ଭାବେ ଦାୟିତ୍ଵ…