ଆଜିର ଖବର ୫୦୦ କୋଟି କ୍ଲବରେ ‘ଆନିମଲ’!, ୧୭ ଦିନର ରୋଜଗାରରେ ରେକର୍ଡ ନୂଆଦିଲ୍ଲୀ: ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ଆଉ ଏକ ରେକର୍ଡ ସୃଷ୍ଟି କରିଛି। ଘରୋଇ ବକ୍ସ ଅଫିସରେ ଏହି ଫିଲ୍ମ ୫୦୦ କୋଟି ଟଙ୍କା ଅତିକ୍ରମ କରିଛି।…