ଜାତୀୟ ଖବର ରୋପୱେ ଦୁର୍ଘଟଣା ପରେ କେନ୍ଦ୍ର ଗୃହ ସଚିବଙ୍କ ତାଗିଦ, ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଲେ ଚିଠି ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରେ ଘଟିଥିବା ଏକ ରୋପୱେ ଦୁର୍ଘଟଣା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଭବିଷ୍ୟତରେ ଯେପରି କୈଣସି ଅଘଟଣକୁ…