ଜାତୀୟ ଖବର ତିନି ଦଶନ୍ଧି ଧରି ବିଳମ୍ୱିତ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ସମାପ୍ତ ହେଲା 90 ପ୍ରତିଶତ କାମ ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରକୁ ପଶ୍ଚିମ ଓଡିଶା ସହ ଯୋଡିବା ପାଇଁ ପରିକଳ୍ପନା କରାଯାଇଥିଲା ଖୋର୍ଦ୍ଧା-ବଲାଙ୍ଗିର ବ୍ରଡଗେଜ ରେଳ ପ୍ରକଳ୍ପ। ଯାହା ଥିଲା ରାଜ୍ୟର ପୂର୍ବ ଓ ପଶ୍ଚିମକୁ…