ଅନ୍ତରାଷ୍ଟ୍ରୀୟ ଲର୍ଡ୍ସଠାରେ ଇତିହାସ ସୃଷ୍ଟି କଲେ ୟୁଜବେନ୍ଦ୍ର ଚହଲ, ପ୍ରଥମ ଭାରତୀୟ ବୋଲର ଭାବେ କଲେ ଏହି ରେକର୍ଡ ଲର୍ଡ୍ସ: ଲର୍ଡରେ ଖେଳାଯାଉଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ଇତିହାସ ସୃଷ୍ଟି କରିଛନ୍ତି। ଏହି ମ୍ୟାଚ୍ରେ ସେ ତାଙ୍କ…