ଆଜିର ଖବର ତିନିଦିନ ଧରି ହୋଇପାରିଲା ନାହିଁ ପ୍ରଭୃ ଲିଙ୍ଗରାଜଙ୍କ ପୂଜା, ଆଜି ସଂଧ୍ୟାରେ ବସିବ ଟ୍ରଷ୍ଟ ବୋର୍ଡ ବୈଠକ ଭୁବନେଶ୍ବର: ଏ ପର୍ଯ୍ୟନ୍ତ ପ୍ରଭୃ ଲିଙ୍ଗରାଜଙ୍କ ପୂଜା ହୋଇପାରିଲା ନାହିଁ। ସେବାୟତଙ୍କ ବିବାଦ ଯୋଗୁଁ ପ୍ରଭୃ ଲିଙ୍ଗରାଜ ପୂଜା ନ ହୋଇ ଦର୍ଶନ ଦେଉଛନ୍ତି। ଗତକାଲି ମକର…