ଆଜିର ଖବର ପାଖେଇ ଆସିଲା ନବୋଦୟ ବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ କରିବାର ଶେଷ ତାରିଖ ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟର ନବମ, ଏକାଦଶ ଶ୍ରେଣୀରେ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଶୀଘ୍ର ଶେଷ ହେବାକୁ ଯାଉଛି। ନବୋଦୟ ବିଦ୍ୟାଳୟ ସମିତି…