ବିଶେଷ ଖବର ମହାତ୍ମା ଗାନ୍ଧୀଙ୍କ ୭୪ ତମ ପୁଣ୍ୟତିଥି: ପ୍ରଧାନମନ୍ତ୍ରୀ କହିଲେ, ବାପୁଙ୍କ ଆଦର୍ଶକୁ ଅଧିକ ଲୋକପ୍ରିୟ କରିବା ଆମର ପ୍ରୟାସ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୪ ବର୍ଷ ପୁଣ୍ୟତିଥି ଅବସରରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ତାଙ୍କର ଆଦର୍ଶ ଚିନ୍ତାଧାରାକୁ ଅଧିକ ଲୋକପ୍ରିୟ…