ଆଞ୍ଚଳିକ ମହାଲକ୍ଷ୍ମୀ ଯୁବକ ସ°ଘର ମହାନତା: ଅଜଣା ଅଲେଖ ଦୀକ୍ଷା ବାବାର କଲେ ଶବଦାହ କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ସରାପାଲି ପଞ୍ଚାୟତର ଗୋଧିଢିପ ଠାରେ ଅଲେଖ ମହିମା ଧର୍ମର ସାଧୁ ବାବା ଶଙ୍କର୍ଷଣ ଦାସଙ୍କର ବିୟୋଗ ହୋଇଥିଲା। ମହାଲକ୍ଷ୍ମୀ…