Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହାଲକ୍ଷ୍ମୀ ଯୁବକ ସ°ଘର ମହାନତା: ଅଜଣା ଅଲେଖ ଦୀକ୍ଷା ବାବାର କଲେ ଶବଦାହ
ଆଞ୍ଚଳିକ

ମହାଲକ୍ଷ୍ମୀ ଯୁବକ ସ°ଘର ମହାନତା: ଅଜଣା ଅଲେଖ ଦୀକ୍ଷା ବାବାର କଲେ ଶବଦାହ

June 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ସରାପାଲି ପଞ୍ଚାୟତର ଗୋଧିଢିପ ଠାରେ ଅଲେଖ ମହିମା ଧର୍ମର ସାଧୁ ବାବା ଶଙ୍କର୍ଷଣ ଦାସଙ୍କର ବିୟୋଗ ହୋଇଥିଲା। ମହାଲକ୍ଷ୍ମୀ ଯୁବକ ସଂଘର କର୍ମକର୍ତ୍ତାମାନେ ଶବ ଦାହ କରି ଉଦାହରଣ ପାଲଟିଛନ୍ତି।

ବହୁବର୍ଷ ହେଲା ବାବା ଜଣଙ୍କ ନାଟୁଆବୁରୀ ମହିମା ସ୍ବାମୀ ମଠରେ ରହି ଆସୁଥିଲେ। ଗତ କାଲି ତାଙ୍କର ବୟସାଧିକ ଯୋଗୁଁ ପରଲୋକ ହୋଇଥିଲା। ଏଠାରେ ତାଙ୍କର କେହି ପରିବାର ଲୋକ ରହୁ ନ ଥିଲେ କି ତାଙ୍କର ନିଜସ୍ବ ଘର କେଉଁଠି କେହିବି ଜାଣି ପାରି ନ ଥିଲେ। ଗୋଧିଢିପର ମହାଲକ୍ଷ୍ମୀ ଯୁବକ ସ°ଘର ବରିଷ୍ଠ କର୍ମକର୍ତ୍ତା ମଣ୍ଟୁ ସାହୁଙ୍କ ନେତୃତ୍ବରେ ସମସ୍ତ ସଭ୍ୟ ମାନଙ୍କ ଦ୍ବାରା ଚନ୍ଦ୍ରପୁର୍ ସ୍ଥିତ ମହିମା ଆଶ୍ରମରେ ମହିମା ଧର୍ମର ରୀତି ଅନୁଯାୟୀ ସମାଧି କରାଯାଇଥିଲା। ସ୍ବର୍ଗତ ଵାବା ଅଵଧୂତ ଶଙ୍କର ତ୍ୟାଗୀ ବାବା ଭାବରେ ପରିଚିତ ଥିଲେ। ସ୍ବର୍ଗତ ବାବା ଜଣେ ପରୋପକାରୀ ଓ ଆମାୟିକ ଵ୍ୟକ୍ତି ଥିଲେ।

ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026
Latest News

ଜାତୀୟ ଶିକ୍ଷକ ପୁରସ୍କାର-୨୦୨୬: ଓଡ଼ିଶାରୁ ପଦରାଜ ଉମାକାନ୍ତ ନାୟକ ମନୋନୀତ

August 23, 2026

ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲ୍ଭର ମିଟକୁ ଶୁଭାରମ୍ଭ କଲେ କ୍ରୀଡ଼ା ମନ୍ତ୍ରୀ

August 23, 2026

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

ବିଶାଖାପାଟଣାଠାରେ ବ୍ରିକ୍ସ ଯୁବ ମନ୍ତ୍ରୀସ୍ତରୀୟ ବୈଠକ ୨୦୨୬ ସମାପ୍ତ: ମିଳିତ ବିବୃତ୍ତି ଗୃହୀତ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.