ଆଜିର ଖବର ଭିଣୋଇର ଏସିଡ ଆକ୍ରମଣରେ ଶଳା ଗୁରୁତର: ଅଭିଯୁକ୍ତ କୋର୍ଟ ଚାଲାଣ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ରାକ୍ଷୀ ପୂର୍ଣ୍ଣିମା ତିଥିରେ ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀ ପାଖକୁ ରାକ୍ଷୀ ବାନ୍ଧିବାକୁ ଆସିଥିବା ଶଳା ଚକାଡୋଳା ଆଚାରୀଙ୍କୁ…