ଅପରାଧ ହରିଣ ଶିକାର ଅଭିଯୋଗରେ ୨ ଗିରଫ, ଶିଙ୍ଗ ଜବତ କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ଜନ୍ତୁ ଶିକାର ହେବା ନିତ୍ୟନୈମିତିକ ଘଟଣା। ବନବିଭାଗ ଯେତେ ଚେଷ୍ଟା କଲେ ମଧ୍ୟ ଶିକାରୀମାନେ ଏହି କାମ…