ଅପରାଧ ମହଙ୍ଗା ପଡିଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କ ଜନ୍ମଦିନ ପାଳିବା: ଗିରଫ ହେଲେ ଶିବସେନା କାର୍ଯ୍ୟକର୍ତ୍ତା ମୁମ୍ବାଇ: ଜାନୁୟାରୀ ୧୩ ତାରିଖରେ, ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କ ଜନ୍ମଦିନ ମୁମ୍ବାଇର ତିଲକ ନଗର ଅଞ୍ଚଳରେ କେକ୍ କାଟି ପାଳନ କରାଯାଇଥିଲା। ଭିଡିଓ ଭାଇରାଲ ହେବା…