ଆଜିର ଖବର ଜରୁରୀକାଳୀନ ବୈଠକ ଡାକିଲେ ଉଦ୍ଧବ ଠାକରେ, ଯୋଗଦେବେ ବିଧାୟକ ଏବଂ ସାଂସଦ ମୁମ୍ବାଇ: ନିର୍ବାଚନ ଆୟୋଗଙ୍କ ଦ୍ୱାରା ଏକନାଥ ସିନ୍ଦେଙ୍କୁ ଶିବସେନା ଦଳର ନାମ ଏବଂ ଧନୁ-ତୀର ଚିହ୍ନ ଦିଆଯାଇଛି। ଏହା ଉଦ୍ଧବ ଠାକରେଙ୍କ ପାଇଁ ଏକ ବଡ ଝଟକା…