ଆଜିର ଖବର ରାଜଧାନୀରେ ପାରଦ ଖସିବା ସହ ବଢ଼ିଲା ଶୀତ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ପାଗରେ ପରିବର୍ତ୍ତନ ଆସିବା ସହ ଥଣ୍ଡାର ପ୍ରଭାବ…