ଆଜିର ଖବର କଳାହାଣ୍ଡି ସୀମାନ୍ତ ଆମପାଣି ସଙ୍ଗରୋଧ ଗୃହରୁ ୨୫ ଶ୍ରମିକ ରାତି ଅଧିଆ ଫେରାର ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସାଂପ୍ରତିକ ଲକଡାଉନ ସ୍ଥିତିରେ କଳାହାଣ୍ଡି ଜିଲ୍ଲାସାରା ପ୍ରାୟ ପ୍ରତ୍ୟେକ ଗ୍ରାମପଂଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ମାନ ସ୍ଥାପନ କରାଯାଇଛି। …