ଆଜିର ଖବର କର୍ଣ୍ଣାଟକ ବିଧାୟକଙ୍କ ବଡ ବୟାନ: କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପାଇଁ ମିଳିଥିଲା ଟଙ୍କାର ଅଫର ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ବିଧାୟକ ଶ୍ରୀମନ୍ତ ବାଲାସାହେବ ପାଟିଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ମୁଁ କଂଗ୍ରେସ ପାର୍ଟିରେ ଥିଲି ଏବଂ…