ଆଜିର ଖବର ରଣପୁରରେ ଚନ୍ଦନଯାତ୍ରା ଅନୁଷ୍ଠିତ ରଣପୁର: ଓଡିଶାର ଦ୍ୱୀତିୟ ଶ୍ରୀକ୍ଷେତ୍ର ଭାବେ ରଣପୁର ପରିଚିତ। ପୁରୀରେ ଜଗନ୍ନାଥଙ୍କର ଯେଉଁ ନୀତି ସମାପନ ହୁଏ , ରଣପୁରରେ ଜଗନ୍ନାଥଙ୍କର ସେହି ନିତି ପାଳିତ ହୋଇଥାଏ।…
ଆଜିର ଖବର ରଣପୁର: ମାଳ ଚୁଳ ଲଗାଇଲେ ଶ୍ରୀ ଜୀଉ ରଣପୁର: ଆଜି ମହାପ୍ରଭୁଙ୍କ ସଂଧ୍ୟା ଆରତୀ ପରେ ତିନି ପୂଜା ପଣ୍ଡା, ଘଣ୍ଟୁଆ, କାହାଳିଆ, ଆଦି ପାରମ୍ପରିକ ବାଦ୍ୟ ନେଇ ଦଧିବାମନ ମଠକୁ ଯାଇଥିଲେ। ପରେ ଦଧି…