ଆଜିର ଖବର ମା’ଭଗବତୀଙ୍କ ଶାରଦୀୟ ପର୍ବ ଉଦ୍ଯାପିତ, କଉଡ଼ି ଖେଳ ସାରି ସ୍ଵମନ୍ଦିରକୁ ଫେରିଲେ ଭଉଣୀ କନକ ଦୁର୍ଗା ବାଣପୁର (ସୀତାରାମ ଅଗ୍ରୱାଲ): ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ମା’ ଭଗବତୀଙ୍କ ମନ୍ଦିରରେ ଦଶହରା ଠାରୁ ପୂଜା ପାଉଥିବା ପ୍ରାଚୀନ ବଙ୍କାଡ଼ଗଡ ରାଜାଙ୍କର ଇଷ୍ଟଦେବୀ ମା’ କନକ…