ଅନ୍ତରାଷ୍ଟ୍ରୀୟ ଆମେରିକାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ: ଯାତ୍ରା କରୁଥିଲେ ୩୦୦ ଯାତ୍ରୀ ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି ହେତୁ ଆମେରିକାରୁ ଦିଲ୍ଲୀ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଷ୍ଟକହୋମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ଅବତରଣ ସମୟରେ ବିମାନରେ ୩୦୦…