ରାଜ୍ୟ ଖବର କମ୍ପାନୀ ପୁନର୍ଗଠନ ଓ ମିଶ୍ରଣରେ ଷ୍ଟାମ୍ପ ଡ୍ୟୁଟି ରିହାତି, ଏମ୍ଏସ୍ଏମ୍ଇଙ୍କୁ ଶତପ୍ରତିଶତ ଛାଡ଼ ଭୁବନେଶ୍ବର: ରାଜ୍ୟରେ ଶିଳ୍ପ ଓ ବ୍ୟବସାୟିକ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ଏବଂ କମ୍ପାନୀଗୁଡ଼ିକର ପୁନର୍ଗଠନ, ମିଶ୍ରଣ ଓ ଅଧିଗ୍ରହଣ ପ୍ରକ୍ରିୟାକୁ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ…