ରାଜ୍ୟ ଖବର ଷ୍ଟ୍ରିଟ୍ ଲାଇଟ୍ ପାଣ୍ଠି ହେରଫେର ମାମଲାରେ ୩ ଗିରଫ ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବାଲ୍ୟସାରା ଗ୍ରାମ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ ବାବଦ ସରକାରୀ ପାଣ୍ଠିରୁ ୭ ଲକ୍ଷ ୨୪ ହଜାର ଟଙ୍କାରୁ ଅଧିକ…