ଜାତୀୟ ଖବର ଏବେ ସଂସଦ ଭବନର ସୁରକ୍ଷାରେ ସିଆଇଏସଏଫ ମଧ୍ୟ ହେବେ ମୁତୟନ ନୂଆଦିଲ୍ଲୀ: ସଂସଦ ଭବନର ସୁରକ୍ଷା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ମଧ୍ୟ ମୁତୟନ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ସଂସଦରେ ସୁରକ୍ଷା ତ୍ରୁଟିକୁ ଦୃଷ୍ଟିରେ…