ଆଜିର ଖବର ଜୀବନବ୍ୟାପୀ ସାଧନା ପୁରସ୍କାର ଦିଆ ନ ଯିବା ନେଇ ଓଡିଶା ଶିଳ୍ପୀ ମହାସଂଘ କ୍ଷୁବ୍ଧ, ସଚିବଙ୍କ ବଦଳି ଦାବୀ ଭୁବନେଶ୍ବର, ଆଜି ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ତୋଷାଳୀ ମେଳା ଉଦଘାଟନ ଅବସରରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ହେଲେ ଗତ ୨୦୧୨ ମସିହାରୁ…