ଆଜିର ଖବର ଅବଦୁଲ୍ଲା ଆଜମଙ୍କୁ ଝଟକା, ଏଫଆଇଆର ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ସପା ନେତା ଆଜମ ଖାନଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅବଦୁଲ୍ଲା ଆଜମ ଖାନଙ୍କ ପାଇଁ ସମସ୍ୟା ବଢ଼ିଛି। ପାସପୋର୍ଟ ହାସଲ କରିବା ପାଇଁ ନକଲି…