ଆଜିର ଖବର ସମତା ଏକ୍ସପ୍ରେସ୍ରେ ଜିଆର୍ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ ବଲାଙ୍ଗୀର: ଟ୍ରେନ୍ ମାଧ୍ୟମରେ ଦୂରଦୂରାନ୍ତକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ଟିଟିଲାଗଡ଼ ଜିଆର୍ପି ପୁଲିସ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ…