ଆଞ୍ଚଳିକ ସ୍ୱେଚ୍ଛାସେବୀ ସଂଗଠନ ମହାବୀର ସେନା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ: ଅନେକ ସମାଜସେବା କାର୍ଯ୍ୟ କରି ସାଉଣ୍ଟୁଛି ପ୍ରଶଂସା ପୁରୀ: ବର୍ତ୍ତମାନ ଦୃତଗତିରେ ଜଳବାୟୁ ପ୍ରଦୂଷିତ ହେବାରେ ଲାଗିଛି। ଯାହା ଫଳରେ ସମଗ୍ର ବିଶ୍ଵ ଏବେ ବିପଦ ଆଡକୁ ଗତି କରୁଛି। ଆଧୁନିକ ଯୁଗରେ ଜନସଂଖ୍ୟା ବୃଦ୍ଧି…