ଆଜିର ଖବର ଚିପ୍ସ ହେଉ କି ଜାହାଜ, ଆମେ ସେଗୁଡ଼ିକୁ କେବଳ ଭାରତରେ ନିର୍ମାଣ କରିବା ଉଚିତ: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭାବନଗରରେ ୩୪,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। “ସମୁଦ୍ର ସେ…