ଆଜିର ଖବର ଓଡିଶାର ସବୁ ଆସନରେ ପ୍ରାର୍ଥୀ ଦେବ ‘ସମୃଦ୍ଧ ଓଡିଶା’ଦଳ, ଘୋଷଣା ହେଲା ନାମ ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ସମୃଦ୍ଧ ଓଡିଶା ଦଳ ସମସ୍ତ ୨୧ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ବୋଲି ଏକ ପ୍ରେସ୍…