ଆଜିର ଖବର ତାଲିବାନ ସହିତ କଥାବାର୍ତ୍ତା ଲାଗି ସରକାରକୁ ପରାମର୍ଶ ଦେଲେ ଫାରୁକ୍ ଅବଦୁଲ୍ଲା: ମନ୍ତବ୍ୟକୁ ନେଇ ଚର୍ଚ୍ଚା ନୂଆଦିଲ୍ଲୀ: ନ୍ୟାସନାଲ କନଫେରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ତାଲିବାନ ସହ ଆଲୋଚନା କରିବାକୁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କର ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ…