ଆଜିର ଖବର ଚିଲିକାରେ ଶେଷ ହେଲା ସର୍ବଭାରତୀୟ ଏନସିସି ନୌଚାଳନା ପ୍ରତିଯୋଗିତା, ଟିମ ଓଡ଼ିଶା ବିଜୟୀ ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକାରେ ସପ୍ତାହବ୍ୟାପି ଚାଲିଥିବା ସର୍ବଭାରତୀୟ ଏନସିସି ନୌଚାଳନା ପ୍ରତିଯୋଗିତା ଆଜି ଶେଷ ହୋଇଛି। ଏନସିସି ନିର୍ଦ୍ଦେଶାଳୟ, ଓଡ଼ିଶା ଶାଖା ପକ୍ଷରୁ ଉକ୍ତ ପ୍ରତିଯୋଗିତାର…