ଆଜିର ଖବର ଖୋର୍ଦ୍ଧା ପୌର ପରିଷଦରେ ମିଶନ ଶକ୍ତି ମା’ ମାନଙ୍କୁ ସାଇକେଲ ପ୍ରଦାନ ଖୋର୍ଦ୍ଧା: ଆଜି ଅପରାହ୍ନରେ ଜୟୀ ରାଜଗୁରୁ ଟାଉନ ହଲରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ଗୋଷ୍ଠୀ ସହାଭାଗିତାରେ ଉତ୍ସବ ପାଳନ କାର୍ଯ୍ୟକ୍ରମ…