ଆଜିର ଖବର ଦୀର୍ଘ ମାସ ପରେ ଚିଲିକାକୁ ଫେରିଲା କଣ୍ଟେନମେଣ୍ଟ: ଏହି ସବୁ ଅଞ୍ଚଳରେ ସାତ ଦିନିଆ କର୍ଫ୍ୟୁ ସୀତାରାମ ଅଗ୍ରୱାଲ ଚିଲିକା: ଦୀର୍ଘ ମାସ ପରେ ଚିଲିକାକୁ ପୁଣିଥରେ କଣ୍ଟେନମେଣ୍ଟ ଜୋନ ଫେରିଛି। କରୋନା ଦ୍ଵିତୀୟ ଲହରରେ ସାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଏବେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ…