ଆଜିର ଖବର ପୋଖରୀରେ ବୁଡ଼ି ଯୁବକ ମୃତ ରେଢ଼ାଖୋଲ (କନ୍ଦର୍ପ ବେହେରା): ପୋଖରୀରେ ଗାଧୋଇବାକୁ ଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡିଛି। ରେଢ଼ାଖୋଲ ଥାନା ସାମସିଙ୍ଗା ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ…