ଆଞ୍ଚଳିକ ‘ସମାଜ ଗଠନରେ ସାମ୍ବାଦିକଙ୍କ ଭୁମିକା’: ରାଜ୍ୟର ସବୁ ଜିଲ୍ଲା ଓ ବ୍ଳକ ସ୍ତରରେ ଆଲୋଚନା ଚକ୍ର ଆରମ୍ଭ ରଣପୁର: ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ଆଗାମୀ ଦିନରେ ଅନେକ ଚ୍ୟାଲେଞ୍ଜ ଆସୁଛି। ସେ ନେଇ ଓଡ଼ିଶା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ସଭାପତି ପ୍ରଶନ୍ନ ମହାନ୍ତି…