ଆଜିର ଖବର ଭାରତରେ ଟାଇଟାନିୟମ ସମ୍ଭାବନାକୁ ବିକଶିତ କରିବା ପାଇଁ ଆଇଏମ୍ଏମ୍ଟିରେ ଖୋାଲିବ ଗବେଷଣା ପ୍ରକଳ୍ପ ଭୁବନେଶ୍ୱର: ସିଏସ୍ଆଇଆର୍ ନିଜର ପରୀକ୍ଷାଗାର ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ- ଆଇଏମ୍ଏମ୍ଟି ମାଧ୍ୟମରେ ଅଷ୍ଟ୍ରେଲିଆର ଜାତୀୟ ବିଜ୍ଞାନ ସଂସ୍ଥା- ସିଏସ୍ଆଇଆର୍ଓ ସହିତ ଗବେଷଣା ଏବଂ ବିକାଶ…