ଅନ୍ତରାଷ୍ଟ୍ରୀୟ ଇତିହାସ ସୃଷ୍ଟି କଲେ ପିଭି ସିନ୍ଧୁ: ପ୍ରଥମ ଥର ପାଇଁ ଜିତିଲେ ସିଙ୍ଗାପୁର ଓପନ୍ ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଇତିହାସ ସୃଷ୍ଟି କରିଛନ୍ତି। ସେ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିଛନ୍ତି। ଅନ୍ତିମ ମ୍ୟାଚରେ ସେ ଚାଇନାର ୱାଙ୍ଗ ଜୀ…