ଆଜିର ଖବର ବଲିଉଡ ଅଭିନେତ୍ରୀ ସାଇରା ବାନୁ ଗୁରୁତର: ରକ୍ତଚାପ ଏବଂ ସୁଗାର ସ୍ତର ବୃଦ୍ଧି ଯୋଗୁଁ ଆଇସିୟୁରେ ହେଲେ ଭର୍ତ୍ତି ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ କିଛି ସମୟ ଧରି ଅସୁସ୍ଥ ଥିଲେ। ରକ୍ତଚାପ ଏବଂ ସୁଗାର ସ୍ତର ବୃଦ୍ଧି…