ସୁଧହାର ନୀତି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସୁଧହାର ନୀତି ଅପରିବର୍ତ୍ତିତ ରଖିଛି। ଆଜି ରିଜର୍ଭ ବ୍ୟାଙ୍କର ୟୁଟ୍ୟୁବ ଚ୍ୟାନେଲରେ ଏହି କେନ୍ଦ୍ରୀୟ ବ୍ୟାଙ୍କର ଦ୍ୱିମାସିକ ବିତ୍ତୀୟନୀତି (ମନିଟାରୀ…