ଅନ୍ତରାଷ୍ଟ୍ରୀୟ ଚାଇନାରେ କରୋନା ଭାଇରସର ସୁନାମି, ଓମିକ୍ରନର ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ନୂଆଦିଲ୍ଲୀ: କରୋନା ପୁଣି ଥରେ ଚୀନର ସମସ୍ୟାକୁ ବଢାଇଦେଇଛି। ଚୀନ୍ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏହି ସମୟରେ ଚୀନ୍ ଓମିକ୍ରନ୍ ସୁନାମିର ସମ୍ମୁଖୀନ ହୋଇଛି।…