ବିଶେଷ ଖବର ବିଜେପିର ସେଲଫି ଅଭିଯାନକୁ ନେଇ ତୀବ୍ର ସମାଲୋଚନା କଲା ବିଜେଡି ଭୁବନେଶ୍ୱର : ସେଲଫି ଅଭିଯାନ ପରିବର୍ତ୍ତେ ମହିଳା ସଶକ୍ତିକରଣ ପାଇଁ ଓଡିଶା ବିଜେପି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ନେଇଥାନ୍ତା ଭଲ ହୋଇଥାନ୍ତା। ଏହା କହିଛନ୍ତି…