ଆଜିର ଖବର ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଦ୍ଵାରା ଓଡିଶାର ପ୍ରଥମ ସ୍କିଲ ମେଗାଜିନ “ପ୍ରାରମ୍ଭ” ଲୋକାର୍ପିତ ଭୁବନେଶ୍ୱର: ମଙ୍ଗଳବାର ଦିନ “ପ୍ରାରମ୍ଭ” “PRARAMBH”- The Start Up For Skill ନାମକ ଓଡିଶାର ପ୍ରଥମ ସ୍କିଲ ମେଗାଜିନ ସମ୍ମାନୀୟ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ…