ଜୀବନ ଶୈଳୀ ଗାଡ଼ିର ରଙ୍ଗ ପଛରେ ଲୁଚିଛି ବୈଜ୍ଞାନିକ କାରଣ: ଜାଣନ୍ତୁ ଦମକଳ, ସ୍କୁଲ ବସ୍ ଓ ଆମ୍ବୁଲାନ୍ସର ବିଶେଷତ୍ୱ ରାସ୍ତାରେ ଚାଲୁଥିବା ବିଭିନ୍ନ ପ୍ରକାରର ଗାଡ଼ି ମଧ୍ୟରେ କିଛି ବିଶେଷ ଗାଡ଼ିର ରଙ୍ଗ ଆମ ଆଖିରେ ତୁରନ୍ତ ଧରାପଡ଼ିଥାଏ। ଲାଲ୍ ରଙ୍ଗର ଦମକଳ, ହଳଦିଆ ରଙ୍ଗର ସ୍କୁଲ…