ଆଜିର ଖବର ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକ୍ଟୋବର ମାସ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟ ହାସଲ ଭୁବନେଶ୍ୱର: ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଅଭିଯାନ-୬ ଅଧୀନରେ ଅକ୍ଟୋବର ୨୦୨୬ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟକୁ ମାସ ଶେଷ ସୀମା ତାରିଖ ପୂର୍ବରୁ,…