ଆଜିର ଖବର ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସ୍ନାନ ବେଦିରେ ତିନି ଠାକୁର: ଅପୂର୍ବ ଗଜାନନ ବେଶରେ ଦର୍ଶନ ଦେଲା କାଳିଆ ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରେ ଆଜି ସ୍ନାନ ମଣ୍ଡପରେ ଶ୍ରୀ ଜିୟୁ ଙ୍କୁ ଦର୍ଶନ ପାଇଁ ଭିଡ ଲାଗିଛି। ଆଜି ରଣପୁରରେ…