ଆଜିର ଖବର ସାଲୁନ, ସ୍ପା, ବିଉଟି ପାର୍ଲୋର ପାଇଁ ଆସିଲା ଗାଇଡ ଲାଇନ, ନିୟମ ଭାଙ୍ଗିଲେ କରାଯିବ ସିଲ୍ ଭୁବନେଶ୍ବର, ଆଜି ରାଜ୍ୟ ସରକାର ଘୋଷଣା କରିଥିବା ଅନଲକ 5.0 ରେ ସାଲୁନ, ସ୍ପା, ବିଉଟି ପାର୍ଲୋର ପାଇଁ କଡା ନିୟମ ଲାଗୁ କରିଛନ୍ତି। ଏଥିରେ କୁହାଯାଇଛି…