ଆଜିର ଖବର ଆଜିଠାରୁ ନିଲାମ ହେବ 5G ସ୍ପେକ୍ଟ୍ରମ୍: ଦୌଡରେ ଏହି 4 ଟି କମ୍ପାନୀ ନୂଆଦିଲ୍ଲୀ: 5G ସ୍ପେକ୍ଟ୍ରମ ପାଇଁ ନିଲାମ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ଯେଉଁଥିରେ ରିଲାଏନ୍ସ ଜିଓ ଏବଂ ଭାରତ ଏୟାରଟେଲ ସମେତ ଚାରିଟି କମ୍ପାନୀ ଟେଣ୍ଡର କରିବେ।…