ଅନ୍ତରାଷ୍ଟ୍ରୀୟ ପ୍ରତି ଆମେରିକୀୟ ଶିଶୁଙ୍କୁ ୨ଟି ସ୍ପେସଏକ୍ସ ସେୟାର ଦେବେ ଏଲନ୍ ମସ୍କ ୱାଶିଂଟନ: ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ଦୁଇଟି ଲେଖାଏଁ ସ୍ପେସଏକ୍ସ (SpaceX) ସେୟାର ପ୍ରଦାନ କରାଯିବ ବୋଲି କମ୍ପାନୀର ସିଇଓ ଏଲନ୍ ମସ୍କ ଘୋଷଣା କରିଛନ୍ତି। ପିଲାମାନଙ୍କୁ କମ୍ପାନୀରେ…