ଆଜିର ଖବର ଚାଲୁରହିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ସମାପ୍ତି ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ବର: ତାଳଚେର-ବିମଳାଗଡ଼ ନୂତନ ରେଳ ପ୍ରକଳ୍ପ ମଧ୍ୟରେ ଟନେଲର ବଡଧରଣର କାର୍ଯ୍ୟ ସମ୍ପାଦନରେ ପୂର୍ବତଟ ରେଳପଥ ଏକ ମାଇଲ୍ ଖୁଣ୍ଟ ହାସଲ କରିଛି। ଏହି ଅଞ୍ଚଳରେ ଚାଲୁରହିଥିବା…