Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସ୍ବପ୍ନରେ ଜୀବ-ଜନ୍ତୁଙ୍କୁ ଦେଖିଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ କ’ଣ ଦେଖିଲେ ପ୍ରାପ୍ତ ହୁଏ ଧନ

ସ୍ବପ୍ନ ଶାସ୍ତ୍ର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍‌ ଯୋଗ ହୋଇଥାଏ।

ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍‌ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ।

ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ହାତୀର ପ୍ରତିମା ଅର୍ପଣ କରିବା ଆବଶ୍ୟକ।

ପେଚା: ସ୍ବପ୍ନରେ ପେଚା ଦେଖିବା ଅତ୍ୟନ୍ତ ଶୁଭ। ପେଚା ମା’ ଲକ୍ଷ୍ମୀଙ୍କର ବାହନ। ପେଚା ଦେଖିବା ଦ୍ବାରା ଧନ-ଧାନ୍ୟ ମିଳିଥାଏ। ମା’ ଲକ୍ଷ୍ମୀଙ୍କ କୃପା ବନି ରହିଥାଏ। ସ୍ବପ୍ନରେ ପେଚା ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ଲାଲ ବସ୍ତ୍ର ଅର୍ପଣ କରିବା ବହୁତ ଶୁଭ ହୋଇଥାଏ।

କାଳ ନାଗ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ କଳା ନାଗ ଦେଖିବା ଶୁଭ ସଂକେତ। ଏହା ଦ୍ବାରା ଆପଣଙ୍କ ଯଶ ସମ୍ମାନ ବୃଦ୍ଧି ହୋଇଥାଏ। ମାନ-ସମ୍ମାନ ବଢିଥାଏ। ମନୋସ୍କାମନା ଜଲ୍‌ଦି ପୂର୍ଣ୍ଣ ହେବ ବୋଲି ଏହା ଦର୍ଶାଇଥାଏ।

ଠେକୁଆ: ସ୍ବପ୍ନରେ ଠେକୁଆକୁ ଦେଖିବା ଅତ୍ୟନ୍ତ ଶୁଭ। ଏହା ଦ୍ବାରା ଜୀବନରେ ପ୍ରେମ ବଢିଥାଏ। ନିଜ ଜୀବନସାଥୀ ସହିତ ସମ୍ପର୍କ ମଜବୁତ୍‌ ହୋଇଥାଏ। ଏତଦ୍‌ବ୍ୟତୀତ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ।

ଝିଟିପିଟି: ସ୍ବପ୍ନରେ ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ। କୁହାଯାଏ ଝିଟିପିଟିକୁ ସ୍ବପ୍ନରେ ଦେଖିବା ଦ୍ବାରା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇଥାଏ। ଏହା ସହିତ ଋଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

Categories
ଆଜିର ଖବର ଧର୍ମ

ଆପଣ ସ୍ବପ୍ନରେ ଜୀବଜନ୍ତୁ ଦେଖୁଛନ୍ତି କି? ତେବେ ଜାଣନ୍ତୁ ଏହାଦ୍ବାରା କଣ ହେବ

ଭୁବନେଶ୍ବର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍‌ ଯୋଗ ହୋଇଥାଏ।

ଆଜିର ଖବର ଜାତୀୟ ଖବର

ସ୍ବପ୍ନରେ ଦେଖୁଛନ୍ତି କି ଏହିସବୁ ଜିନିଷ, ଜାଣନ୍ତୁ କ’ଣ ଦେଖିଲେ ହୋଇଥାଏ ଧନଲାଭ

ଆଜିର ଖବର ଜୀବନ ଶୈଳୀ

ସ୍ବପ୍ନରେ ଜଣେ ଯୁବତୀଙ୍କୁ ଦେଖୁଛନ୍ତି କି?, ତେବେ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ରହିଛି

ନୂଆଦିଲ୍ଲୀ, ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଦେଖେ ତେବେ ଏହାର ଅର୍ଥ କ’ଣ? ଏହା ସହିତ, ମହିଳାଙ୍କୁ କେଉଁ ଅବସ୍ଥାରେ ଦେଖିବେ ତାହା ଉପରେ ମଧ୍ୟ ସେହି ବ୍ୟକ୍ତିଙ୍କ ଭାଗ୍ୟ ପ୍ରଭାବିତ କରିଥାଏ। ଆସନ୍ତୁ ଏହି ସ୍ୱପ୍ନଗୁଡ଼ିକ ବିଷୟରେ ଆଜି ପାଞ୍ଚୋଟି କଥା ଜାଣିବା।

୧- ଯଦି ସ୍ବପ୍ନରେ ଆପଣ ଜଣେ ପୁରୁଷ ଏକ ସୁନ୍ଦର ଧଳା ନାରୀକୁ ଆଲିଙ୍ଗନ କରିବା ଦେଖିବେ ତେବେ ସେ ଶୀଘ୍ର ଧନୀ ହେବାର ସମ୍ଭାବନା ଅଛି।

୨- ଯଦି କୈଣସି ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଶାଢୀ ପିନ୍ଧିଥିବାର ଦେଖନ୍ତି, ତା’ହେଲେ ତାଙ୍କ ବିବାହିତ ଜୀବନ ଭଲ ହେବ।

୩- ଜଣେ ବ୍ୟକ୍ତି ସ୍ୱପ୍ନରେ ନିଜ ପ୍ରିୟର ତ୍ୟାଗ ଭାବ ଦେଖନ୍ତି ତେବେ ସେ ବ୍ୟବସାୟରେ ଭଲ କରିବାର ସମ୍ଭାବନା ଥାଏ

୪- ଯେତେବେଳେ ଜଣେ ଫୁଲହାର ପିନ୍ଧା ଯୁବତୀଙ୍କୁ ସ୍ୱପ୍ନରେ ଦେଖନ୍ତି, ସେତେବେଳେ ତାଙ୍କ ଭାଗ୍ୟରେ ଫୁଲ ବର୍ଷାର ସମ୍ଭାବନା ରହିଛି।

୫- ଯଦି ଆପଣ ସ୍ବପ୍ନରେ ସ୍ବର୍ଗର ପରୀ କୁ ଦେଖନ୍ତି ତେବେ ଭାବି ନିଅନ୍ତୁ ଯେ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହେବ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସ୍ବପ୍ନରେ ଜୀବ-ଜନ୍ତୁଙ୍କୁ ଦେଖିଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ କ’ଣ ଦେଖିଲେ ପ୍ରାପ୍ତ ହୁଏ ଧନ

ଭୁବନେଶ୍ବର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍‌ ଯୋଗ ହୋଇଥାଏ।

ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍‌ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ।

ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ହାତୀର ପ୍ରତିମା ଅର୍ପଣ କରିବା ଆବଶ୍ୟକ।

ପେଚା: ସ୍ବପ୍ନରେ ପେଚା ଦେଖିବା ଅତ୍ୟନ୍ତ ଶୁଭ। ପେଚା ମା’ ଲକ୍ଷ୍ମୀଙ୍କର ବାହନ। ପେଚା ଦେଖିବା ଦ୍ବାରା ଧନ-ଧାନ୍ୟ ମିଳିଥାଏ। ମା’ ଲକ୍ଷ୍ମୀଙ୍କ କୃପା ବନି ରହିଥାଏ। ସ୍ବପ୍ନରେ ପେଚା ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ଲାଲ ବସ୍ତ୍ର ଅର୍ପଣ କରିବା ବହୁତ ଶୁଭ ହୋଇଥାଏ।

କାଳ ନାଗ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ କଳା ନାଗ ଦେଖିବା ଶୁଭ ସଂକେତ। ଏହା ଦ୍ବାରା ଆପଣଙ୍କ ଯଶ ସମ୍ମାନ ବୃଦ୍ଧି ହୋଇଥାଏ। ମାନ-ସମ୍ମାନ ବଢିଥାଏ। ମନୋସ୍କାମନା ଜଲ୍‌ଦି ପୂର୍ଣ୍ଣ ହେବ ବୋଲି ଏହା ଦର୍ଶାଇଥାଏ।

ଠେକୁଆ: ସ୍ବପ୍ନରେ ଠେକୁଆକୁ ଦେଖିବା ଅତ୍ୟନ୍ତ ଶୁଭ। ଏହା ଦ୍ବାରା ଜୀବନରେ ପ୍ରେମ ବଢିଥାଏ। ନିଜ ଜୀବନସାଥୀ ସହିତ ସମ୍ପର୍କ ମଜବୁତ୍‌ ହୋଇଥାଏ। ଏତଦ୍‌ବ୍ୟତୀତ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ।

ଝିଟିପିଟି: ସ୍ବପ୍ନରେ ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ। କୁହାଯାଏ ଝିଟିପିଟିକୁ ସ୍ବପ୍ନରେ ଦେଖିବା ଦ୍ବାରା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇଥାଏ। ଏହା ସହିତ ଋଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସ୍ବପ୍ନରେ ଜଣେ ଯୁବତୀଙ୍କୁ ଦେଖୁଛନ୍ତି କି?, ତେବେ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ରହିଛି

ଜୀବନଶୈଳୀ: ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଦେଖେ ତେବେ ଏହାର ଅର୍ଥ କ’ଣ? ଏହା ସହିତ, ମହିଳାଙ୍କୁ କେଉଁ ଅବସ୍ଥାରେ ଦେଖିବେ ତାହା ଉପରେ ମଧ୍ୟ ସେହି ବ୍ୟକ୍ତିଙ୍କ ଭାଗ୍ୟ ପ୍ରଭାବିତ କରିଥାଏ। ଆସନ୍ତୁ ଏହି ସ୍ୱପ୍ନଗୁଡ଼ିକ ବିଷୟରେ ଆଜି ପାଞ୍ଚୋଟି କଥା ଜାଣିବା।

୧- ଯଦି ସ୍ବପ୍ନରେ ଆପଣ ଜଣେ ପୁରୁଷ ଏକ ସୁନ୍ଦର ଧଳା ନାରୀକୁ ଆଲିଙ୍ଗନ କରିବା ଦେଖିବେ ତେବେ ସେ ଶୀଘ୍ର ଧନୀ ହେବାର ସମ୍ଭାବନା ଅଛି।

୨- ଯଦି କୈଣସି ବ୍ୟକ୍ତି ସ୍ୱପ୍ନରେ ଜଣେ ମହିଳାଙ୍କୁ ଶାଢୀ ପିନ୍ଧିଥିବାର ଦେଖନ୍ତି, ତା’ହେଲେ ତାଙ୍କ ବିବାହିତ ଜୀବନ ଭଲ ହେବ।

୩- ଜଣେ ବ୍ୟକ୍ତି ସ୍ୱପ୍ନରେ ନିଜ ପ୍ରିୟର ତ୍ୟାଗ ଭାବ ଦେଖନ୍ତି ତେବେ ସେ ବ୍ୟବସାୟରେ ଭଲ କରିବାର ସମ୍ଭାବନା ଥାଏ

୪- ଯେତେବେଳେ ଜଣେ ଫୁଲହାର ପିନ୍ଧା ଯୁବତୀଙ୍କୁ ସ୍ୱପ୍ନରେ ଦେଖନ୍ତି, ସେତେବେଳେ ତାଙ୍କ ଭାଗ୍ୟରେ ଫୁଲ ବର୍ଷାର ସମ୍ଭାବନା ରହିଛି।

୫- ଯଦି ଆପଣ ସ୍ବପ୍ନରେ ସ୍ବର୍ଗର ପରୀ କୁ ଦେଖନ୍ତି ତେବେ ଭାବି ନିଅନ୍ତୁ ଯେ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହେବ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ସ୍ବପ୍ନରେ ଦେଖୁଛନ୍ତି କି ଏହିସବୁ ଜିନିଷ, ଜାଣନ୍ତୁ କ’ଣ ଦେଖିଲେ ହୋଇଥାଏ ଧନଲାଭ

ଭୁବନେଶ୍ବର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍‌ ଯୋଗ ହୋଇଥାଏ।

ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍‌ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ।

ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ହାତୀର ପ୍ରତିମା ଅର୍ପଣ କରିବା ଆବଶ୍ୟକ।

ପେଚା: ସ୍ବପ୍ନରେ ପେଚା ଦେଖିବା ଅତ୍ୟନ୍ତ ଶୁଭ। ପେଚା ମା’ ଲକ୍ଷ୍ମୀଙ୍କର ବାହନ। ପେଚା ଦେଖିବା ଦ୍ବାରା ଧନ-ଧାନ୍ୟ ମିଳିଥାଏ। ମା’ ଲକ୍ଷ୍ମୀଙ୍କ କୃପା ବନି ରହିଥାଏ। ସ୍ବପ୍ନରେ ପେଚା ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ଲାଲ ବସ୍ତ୍ର ଅର୍ପଣ କରିବା ବହୁତ ଶୁଭ ହୋଇଥାଏ।

କାଳ ନାଗ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ କଳା ନାଗ ଦେଖିବା ଶୁଭ ସଂକେତ। ଏହା ଦ୍ବାରା ଆପଣଙ୍କ ଯଶ ସମ୍ମାନ ବୃଦ୍ଧି ହୋଇଥାଏ। ମାନ-ସମ୍ମାନ ବଢିଥାଏ। ମନୋସ୍କାମନା ଜଲ୍‌ଦି ପୂର୍ଣ୍ଣ ହେବ ବୋଲି ଏହା ଦର୍ଶାଇଥାଏ।

ଠେକୁଆ: ସ୍ବପ୍ନରେ ଠେକୁଆକୁ ଦେଖିବା ଅତ୍ୟନ୍ତ ଶୁଭ। ଏହା ଦ୍ବାରା ଜୀବନରେ ପ୍ରେମ ବଢିଥାଏ। ନିଜ ଜୀବନସାଥୀ ସହିତ ସମ୍ପର୍କ ମଜବୁତ୍‌ ହୋଇଥାଏ। ଏତଦ୍‌ବ୍ୟତୀତ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିଥାଏ।

ଝିଟିପିଟି: ସ୍ବପ୍ନରେ ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ। କୁହାଯାଏ ଝିଟିପିଟିକୁ ସ୍ବପ୍ନରେ ଦେଖିବା ଦ୍ବାରା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇଥାଏ। ଏହା ସହିତ ଋଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

Categories
ଜୀବନ ଶୈଳୀ ଧର୍ମ ବିଶେଷ ଖବର ସଂସ୍କୃତି

ସ୍ବପ୍ନରେ ଜୀବ-ଜନ୍ତୁଙ୍କୁ ଦେଖିଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ କେଉଁ ଜୀବଜନ୍ତୁଙ୍କୁ ଦେଖିଲେ ଧନଲାଭ ହୋଇଥାଏ

ଆଜିର ଖବର ଜୀବନ ଶୈଳୀ ଧର୍ମ

କେଉଁ ଜୀବଜନ୍ତୁଙ୍କୁ ସ୍ବପ୍ନରେ ଦେଖିଲେ କଣ ହେବ ଭାଗ୍ୟ ଉପରେ ପ୍ରଭାବ, ଜାଣନ୍ତୁ